କୋଟି କୋଟି ଟଙ୍କା ଖର୍ଚ୍ଚ କରି ପଂଚାୟତରେ ବସୁଧା ପକଳ୍ପ ଥାଇ ମଧ୍ୟ ପାନୀୟ ଜଳ ପାଇବାରୁ ବଞ୍ଚିତ ଗ୍ରାମବାସୀ । ଗାଁ ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ବେଳେ ନଳକୂପ ପାଖରେ ମହିଳାଙ୍କ ଧାଡ଼ି ଲାଗୁଛି । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଉତ୍ତରକୂଳ ପଂଚାୟତ ପାରିପଦା ଗ୍ରାମରେ ଏଭଳି ଜଳସଙ୍କଟ ସମସ୍ୟା ଦେଖାଦେଇଛି
#ArgusNews #Jajpur #Binjharpur #DrinkingWater #WaterProblem #Odisha