#ଉପାନ୍ତରୁ_ଉପକୂଳ_ସବୁଠି_ପାଣି_ଚିନ୍ତା
ଉପାନ୍ତରୁ ଉପକୂଳ ସବୁଠି ପାଣି ପାଇଁ ତ୍ରାହି ତ୍ରାହି । କେଉଁଠି ଜଳ ମିଶନ ଫେଲ୍ ତ ଆଉ କେଉଁଠି ବସୁଧା ଯୋଜନା ବି ଫେଲ୍ । କେଉଁଠି ଚୁଆ ପାଣିରେ ଶୋଷ ମେଣ୍ଟୁଛି, ତ ଆଉ କେଉଁଠି ପାଣି ପାଇଁ ମାଇଲ୍ ମାଇଲ୍ ଦୂର ଯିବାକୁ ପଡୁଛି । ଏମିତି ଅନେକ ସ୍ଥାନ ଅଛି ଯେଉଁଠି ବର୍ଷକ ୧୨ ମାସ ଭୋଗିବାକୁ ପଡ଼ୁଛି ଜଳ କଷ୍ଟ ।
#ArgusNews #Jajpur #Boudh #WaterProblem #PublicIssue #BasudhaYojna #Odisha