ରାଜ୍ୟ ଶିକ୍ଷା ବିଭାଗ ଶିକ୍ଷାର ବିକାଶ ପାଇଁ ନାନା ଯୋଜନା କରୁଛନ୍ତି l ସ୍କୁଲକୁ ପିଲା ଆସିବା ପାଇଁ ବିଭିନ୍ନ ମାଗଣା ଯୋଜନା ପ୍ରସ୍ତୁତ କରୁଛନ୍ତି l ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଶାଳୀଜଙ୍ଗା ପଂଚାୟତ ହାଇସ୍କୁଲରେ l ଏହି ସ୍କୁଲରେ ମେଟ୍ରିକ ସାର୍ଟିଫିକେଟ ପାଇଁ ଦେବାକୁ ପଡେ ୨ଶହ ଟଙ୍କା l ଦେଖନ୍ତୁ ସଂପୂର୍ଣ୍ଣ ଭିଡିଓ ।
#Education #school #bribe #OdishaGovt #Jajpur #Odisha #ArgusNews