ଯାଜପୁରର ପ୍ରବେଶ ପଥରେ ଲାଗିବ ଯଯାତି କେଶରୀଙ୍କ ପ୍ରତିମୂର୍ତ୍ତି । ନିର୍ମାଣ ହେବ ପାର୍କ । ସେଥିପାଇଁ ବିସ୍ଥାପିତ ହେବେ ୪୫ ପରିବାର । ସେମାନଙ୍କ ମଧ୍ୟରୁ ସରକାରୀ ଆବାସ ପାଇଥିବା ୧୩ ପରିବାର ହରେଇବେ ଆବାସ ଯୋଜନା
#Jajpur #JajatikeshariStatue #Eviction #ArgusNews