ପୂରା ପରିବାର ଦିବ୍ୟାଙ୍ଗ । କିନ୍ତୁ ମନରେ ରହିଛି ପାଠ ପଢିବାର ଦୁର୍ବାର ଆଗ୍ରହ । ସେହି ଆଗ୍ରହ ଓ ନିଷ୍ଠାକୁ ପାଥେୟ କରି ଏହି ପରିବାରର ଦିବ୍ୟାଙ୍ଗ ମା ନିଜ ଦିବ୍ୟାଙ୍ଗ ଝିଅ ସହିତ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇ ସଫଳତା ହାସଲ କରିଛନ୍ତି
#Jajpur #Badachana #Handicappedfamily #education #ArgusNews