#କଳାପଥର_ଲୁଟ୍_କେଳେଙ୍କାରୀର_ଖଳନାୟକଙ୍କୁ_କିଏ_ଦେଉଛି_ସୁରକ୍ଷା ?
କାହା ଇଶାରାରେ ଅନାଦେୟ ପଡିଛି ଶହ ଶହ କୋଟିର ଜୋରିମାନା ?
କାହିଁକି ଆକ୍ସନ ନେବାକୁ ଡରୁଛି ପ୍ରଶାସନ ? ରାଜସ୍ବ ମନ୍ତ୍ରୀଙ୍କ ଜିଲ୍ଲାରେ ରାଜସ୍ବ ଲୁଟର ସାହାଣମେଲା
#Jajpur #Illegalmines #Loot #Corruption #ArgusNews #Odisha