ଚାଷୀ ନେତାଙ୍କ ଉପରେ ପ୍ରଶାସନର ନାଲି ଆଖି। ବ୍ୟକ୍ତିଗତ ଜମିରେ ବିନା ନୋଟିସ କିମ୍ବା କ୍ଷତିପୂରଣ ନଦେଇ ବଳପୂର୍ବକ ଭାବେ କାର୍ଯ୍ୟ କଲା ପ୍ରଶାସନ। ଏହାକୁ ଚାଷୀ ଶିଶିର କୁମାର ସାମଲ ବିରୋଧ କରିବାରୁ ଗିରଫ କଲା ପୋଲିସ।
#jajpur #Korei #protesting #Farmerleader #Policearrested #SisirKumarSamal #Odisha #ArgusNews