ଚାଲିଥିଲା ବ୍ୟାସମହୋତ୍ସବ । ଏହି କାର୍ଯ୍ୟକ୍ରମକୁ ବେସି ଉପଭୋଗ କରିଥିଲେ ବ୍ୟାସନଗର ପୌରାଧକ୍ଷ୍ୟା l କଳାକାର ମାନଙ୍କ ସହ ମିଶି ଧୁମ ନାଚିଥିଲେ ପୌରାଧକ୍ଷ୍ୟା । ବ୍ୟାସମହୋତ୍ସବରେ ମଞ୍ଚ ତଳେ ବ୍ୟାସନଗର ପୌରାଧକ୍ଷ୍ୟାଙ୍କ ନାଚ l ଯାହାର ଭିଡ଼ିଓ ଏବେ ଭାଇରଲା ହେବାରେ ଲାଗିଛି l
#ArgusNews #jajpur #Korei #vyasamahotsav #vyasanagar #Mayor #viraldance