ଯାଜପୁର ଜିଲ୍ଲା ବରଡା ଛକ ନିକଟରେ ଟ୍ରକ୍ ଚଢାଇ ମାଆ ଝିଅକୁ ମାରିବା ଘଟଣାରେ ମୁହଁ ଖୋଲିଛନ୍ତି ପରିବାର ଲୋକେ । ଗତ ୨୮ ତାରିଖରେ କେନ୍ଦ୍ରାପଡା ରାମନଗରକୁ ଏକ ଶୁଦ୍ଧି କ୍ରିୟାରୁ ନିଜ ଘର ସୁକିନ୍ଦାକୁ ଫେରୁଥିବା ସମୟରେ ୩ ତାରିଖରେ ଟ୍ରକ ଡ୍ରାଇଭରର ନୃଶଂସତା ଯୋଗୁଁ ଚାଲିଯାଇଥିଲା ଦୁଇ ଦୁଇଟି ଜୀବନ
#Jajpur #BaradaChhaka #deathcase #ArgusNews