ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବଡ଼ଚଣା ବିଜେପି ପକ୍ଷରୁ କର୍ମଶାଳା !
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଥାନ ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଅନଲାଇନ୍ ଅଭିଯୋଗ କରିବା ସମ୍ବନ୍ଧରେ ଏକ କର୍ମଶାଳା ବା ପ୍ରଶିକ୍ଷଣ ଭାରତୀୟ ଜନତା ପାର୍ଟି ବଡ଼ଚଣା ପାର୍ଟି କାର୍ଯ୍ୟଳୟ ଚଣ୍ଡିଖୋଲ ଛକ ଠାରେ ଅନୁଷ୍ଠିତ ହୋଇଯାଇଅଛି
#ArgusNews #Jajpur #PMAY #BJP #Odisha