ଯାଜପୁରରୁ ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀରାମଙ୍କ ଜନ୍ମଦିନ ପାଳନ । ମନ୍ଦିରରେ ସ୍ବତନ୍ତ୍ର ରୀତିନିତିରେ ପୂଜା ଚାଲିଥିବା ବେଳେ ଭକ୍ତଙ୍କର ପ୍ରବଳ ଭିଡ ଜମୁଛି । ଶ୍ରଦ୍ଧାଳୁ ଆବେଗ ସହ ଭଗବାନ ଶ୍ରୀରାମଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରୁଛନ୍ତି ।
#ArgusNews #Jajpur #Ramanavami #Hindufestival #Ramanavami2023 #Lordramabirthday #Odisha