ଦେଶ ପାଳୁଛି ସ୍ୱାଧୀନତାର ଅମୃତ ମହୋତ୍ସବ । ଆଜି ଯାହାର ଏକ ଝଲକ ଯାଜପୁରରେ ଦେଖିବାକୁ ମିଳିଛି । ସାରା ଦେଶରେ ସିଲଭର ଗାନ୍ଧୀ ଭାବେ ପରିଚିତ ମୋହନ ଆଜି ଯାଜପୁର ଜିଲ୍ଲାରୁ ଆଜାଦି କା ଅମୃତ ମହୋତ୍ସବ ପାଳନ କରିବା ସହ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି
#Jajpur #SilverGandhi #azadikaamritmahotsav2022 #independenceday2022 #ArgusNews