ଯାଜପୁରରେ ବଜରଙ୍ଗ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୌର୍ଯ୍ୟ ଯାତ୍ରା ଆରମ୍ଭ କରାଯାଇଛି। ସହରର କୁସୁମା ନିକଟରୁ ଏହି ଯାତ୍ରା ର ଶୁଭାରମ୍ଭ ହୋଇଛି। ଏଥିରେ ଜିଲାର ହଜାର ହଜାର ବଜରଙ୍ଗ ଓ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତା ଯୋଗ ଦେଇଥିଲେ...।
#ArgusNews #Jajpur #bajrangdal #vishwahinduparishad #SoryaYatra #Odisha