ନାହାନ୍ତି ଶିକ୍ଷକ, ରାଜରାସ୍ତାରେ ଛାତ୍ରଛାତ୍ରୀ !
ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ଶହେ ମିଟର ଦୂରରେ ଦେଖିବାକୁ ମିଳିଛି ଏ ଦୃଶ୍ୟ । ବାଳାଶ୍ରମ ପ୍ରାଥମିକ ବିଦ୍ୟାଳୟରେ ୬୨ ଜଣ ଛାତ୍ରଛାତ୍ରୀ ଥିବା ବେଳେ, ଜଣେ ମାତ୍ର ଶିକ୍ଷକ ଏଠି ଅଛନ୍ତି
#Jajpur #BalasramaPrimarySchool #TeacherProblem #ArgusNews #Odisha