କାଳବୈଶାଖୀର ତାଣ୍ଡବ,ଭାଙ୍ଗିଲା ଯାତ୍ରା ପାର୍ଟି ମଞ୍ଚ !
କୋରେଇ ବ୍ଲକ ଅନ୍ତର୍ଗତ ତଣ୍ଡରା ରେ ମା ଛାଟକୁମଙ୍କ ୫୧ତମ ଯଜ୍ଞ ଉତ୍ସବ ପାଳନ ଅବସରରେ ପ୍ରସ୍ତୁତ ହୋଇଥିବା ଯାତ୍ରା ପେଣ୍ଡାଲ କାଳବୈଶାଖୀ ଯୋଗୁଁ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି
#ArgusNews #jajpur #Korei #Thunderstorm #Impact #Odisha