#ପିସି_ମଷ୍ଟ_ଷ୍ଟପର_ଉଡିଛି_ଧଜ୍ଜିଆ
#ବ୍ୟୋରୋକ୍ରାସି_ନିୟମରେ_ବନ୍ଧା_ନା_ନେତା_ମନ୍ତ୍ରୀଙ୍କ_ଅର୍ଥ_ଆତ୍ମସାତର_ମାଧ୍ୟମ ?
ବିବାଦରେ ଯାଜପୁର ହସପିଟାଲ। ଉଡିଲା ପିସି ମଷ୍ଟ ଷ୍ଟପର ଧଜ୍ଜିଆ। ବେଆଇନ୍ ଟେଣ୍ଡର ଫିକ୍ସିଂକୁ ବିରୋଧ କରିବାରୁ ବଦଳିଲେ ଅଫିସର। ଏବେ ପୁଣି ବିବାଦରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରମିଳା ମଲ୍ଲିକ ।
#CDMO #JajpurHospital #controversy #rules #HealthMinister #NabaKishoreDas #Odisha #ArgusNews