କାଏଁ କାମକେ ଜଲ୍ ସେଚନ୍ ପ୍ରକଲ୍ପ ? ଚାଷୀର୍ କାମେ ତ ନାଇଁ ଆଏବାର୍ ପାଏନ୍ । ଶୁଖା ପଡିଛେ ସୁବର୍ଣ୍ଣପୁର ଜିଲ୍ଲାର୍ ହରିହର୍ ଯୋରର୍ ୬ନଂ ଡିଷ୍ଟ୍ରିବ୍ୟୁଟାରି । ପ୍ରକଳ୍ପ ହେବା ଦିନ୍ ଠାନୁ ଅବ୍ୟବସ୍ଥା ଥିବାର୍ ଅଭିଯୋଗ୍ ।
#ArgusNews #WaterSupply #Allegations #JalSinchanProject #canals #farmer #subarnapur #odisha