#ମୋଦିଙ୍କ_ଫୋକସରେ_ଓଡ଼ିଶା
#ଜଳ_ଜୀବନ_ମିଶନରେ_ଓଡ଼ିଶାକୁ_୩_ହଜାର_୩୨୩_କୋଟି_ଟଙ୍କା
କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ ପରେ ଓଡିଶାକୁ ବଡ ଉପହାର ଦେଇଛନ୍ତି ମୋଦି । ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଚିବ ସ୍ଵଚ୍ଛ ପାନୀୟ ଜଳ । ସ୍ଵଚ୍ଛ ଜଳ ଯୋଗାଇବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋକସରେ ଓଡିଶା । ଜଳ ଜୀବନ ମିଶନରେ ମଧ୍ୟ ଓଡିଶା ଭାଗରେ ପଡିଛି ୩ ହଜାର ୩୨୩ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ।
#ArgusNews #Odisha #ArguNewsTV #JalaJibanMission #PMModi #focus