ଓଡ଼ିଶାରେ ବ୍ରାଉନସୁଗାର ବେପାରର ମୁଖ୍ୟ ପେଣ୍ଠ ପାଲଟିଛି ଜଳେଶ୍ବର । ଏବେ ଜଳେଶ୍ବର ବିଧାୟକ ହୋଇଛନ୍ତି ଅବକାରୀ ମନ୍ତ୍ରୀ । ଜନତାଙ୍କ ମନରେ ପ୍ରଶ୍ନ, ନୂତନ ଅବକାରୀ ମନ୍ତ୍ରୀ ବଦଳାଇ ପାରିବେକି ଜଳେଶ୍ବରର ଏହି ପରିଚୟ ।
#BrownSugar #Jaleswar #MlA #Minister #trade #ArgusNews #Odisha