#ଜାମପାଣି_ବାସିନ୍ଦାଙ୍କ_ଦୁଃଖର_ଜ୍ବାଳା
ଚୁଆ ପାଣିରେ ମେଂଟୁଛି ଶୋଷ । ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶ ହୋଇ ଥିବା ଡିଣ୍ଡିମ ମାରୁଥିବା ବେଳେ ଏବେ ବି ଅନେକ ଗାଁ କୁ ବିକାଶ ର ପାଦ ଚିନ୍ହ ପଡ଼ି ନାହିଁ । ଏହି ପରି ବିକାଶ ର ପାଦ ଚିନ୍ହ ପଡିନଥିବା ଗାଁ ହେଉଛି ଚନ୍ଦାହାଣ୍ଡି ବ୍ଲକ ଜାମପାଣି ଗାଁ ।
#jamapani #development #WaterProblem #Odisha #ArgusNews