#କଟକରେ_ବିଜେପିର_ହାଇଭୋଲଟେଜ_ପ୍ରଚାର
#ମଇଦାନରେ_ଖୋଦ_ରାଜ୍ୟ_ସଭାପତି_ସମୀର_ମହାନ୍ତି
ଜମୁଛି ପୌର ପ୍ରଚାର। ହାତରେ କମ ଦିନ ଥିବାରୁ ମଇଦାନରେ ତିନି ଦଳର ହେଭିୱେଟ ନେତା। ବ୍ରହ୍ମପୁରରୁ ବାଲେଶ୍ବର-- ଭୁବନେଶ୍ବରରୁରୁ ବଲାଙ୍ଗିରି ସହରୀ ଭୋଟରଙ୍କୁ ମନେଇବାକୁ ଦିନ ରାତି ଏକ କରିଦେଇଛନ୍ତି ପ୍ରାର୍ଥୀ
#BBSR #Cuttack #MunicipalElection #Odisha #ArgusNews