#ଜଗନ୍ନାଥଙ୍କ_ମୁହଁ_କଳା_ଦେହ_ଧଳା_କଣ_ପାଇଁ
#ଆମ_ଜଗନ୍ନାଥ_ସଂସ୍କୃତି
#ଅଗର୍ସ_ଜଗନ୍ନାଥ_ଜଣା_ଅଜଣା
ଜଗନ୍ନାଥ କଳା ନୁହଁନ୍ତି। ଏ କଥା ଶୁଣି ଆପଣ ଭାବିବେ ଆମେ ରଥଯାତ୍ରା ଖୁସିରେ ବାଇଆ ହେଇଗଲୁ। ହେଲେ ସେମିତି ଜମା ନୁହେଁ। କଥା କ’ଣ କି କାଳିଆ ଠାକୁର ଆମର କଳା ମୁହଁରେ ଦୁନିଆକୁ ବାନ୍ଧେ ହେଲେ ଆଉ କାହା ବାହୁ ବନ୍ଧନରେ ବନ୍ଧା ପଡିଛି। ସେଇଥି ପାଇଁ ତ ତା ମୁହଁ କାଳିଆ ଦେହଟା ଗୋରା #Odisha #SriJagannath #JanaAjanaJagannath #ArgusNews #Odisha #ArguNewsTV #Puri #JagannathKatha #JagannathDham