#ସରକାରଙ୍କୁ_ଠକି_ସାଘାଂତିକ_କାରନାମା
#ଗରିବ_କଳାକାରଙ୍କ_ପେଟରେ_ଲାତ
ହଁ ଆଜ୍ଞା ଦୈତାରୀ ପଣ୍ଡା ନିହାତି ଗରିବ । ବର୍ଷକୁ ଇନକମ ମାତ୍ର ୪୯ ହଜାର । ଦିନ ମଜୁରିଆଟିଏ ଦୈନିକ ୩୦୦ ଟଙ୍କା ହିସାବରେ ମାସିକ ୯୦୦୦ ଟଙ୍କା ଇନକମ କରୁଥିବା ବେଳେ ଦୈତାରୀ ପଣ୍ଡା ମାସକୁ କମାଉଛନ୍ତି ୫ ହଜାରରୁ କମ ଟଙ୍କା
#Bhubaneswar #DaitariPanda #JatraControversy #Odisha #ArgusNews