#କପଡ଼ା_ଖୋଲିଲେ_ଲଫଡ଼ା_ହେବ #ଯାତ୍ରା_ପେଣ୍ଡାଲ_ପାଇଁ_ଲକ୍ଷ୍ମଣରେଖା_ଟାଣିଲେ_ସରକାର ଯାତ୍ରା ପେଣ୍ଡାଲରେ ସରକାରଙ୍କ ଲକ୍ଷ୍ମଣରେଖା। ଅଶ୍ଲୀଳତାର ଚଉକାଠ ଟପିଲେ ଷ୍ଟ୍ରଙ୍ଗ ଆକ୍ସନ। ନଗ୍ନ ନୃତ୍ୟ , ଦ୍ବି ଅର୍ଥବୋଧକ ସଂଳାପ ଉପରେ ମଧ୍ୟ କଟକଣା।
#ArgusNews #Jatra #Dance #OdishaGovt #newguidelines #Odisha