#ଆରମ୍ଭ_ହେଲା_ଜାତୀୟ_ସବ୍_ଜୁନିଅର_ଟାଏକଉଣ୍ଡୋ_ଚାମ୍ପିଅନସିପ
କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେଲା ଜାତୀୟ ସବ୍ ଜୁନିଅର ଟାଏକଉଣ୍ଡୋ ଚାମ୍ପିଅନସିପ । ଏହି ଚାମ୍ପିଅନସିପରେ ୩୦ ଟି ରାଜ୍ୟର ୮୫୨ ଜଣ ଖେଳାଳୀ ଭାଗ ନେଇଛନ୍ତି । ଉଭୟ ବାଳକ ଓ ବାଳିକା ଖେଳାଳୀ ଏହି ଚାମ୍ପିଅନସିପରେ ଭାଗ ନେଇଥିବା ବେଳେ ସମସ୍ତଙ୍କୁ ୧୨ ଟି ଓଜନ ବର୍ଗରେ ବିଭକ୍ତ କରାଯାଇଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହି ଚାମ୍ପିଅନସିପ ଚାଲିବ
#ArgusNews #cuttack #JawaharlalNehruIndoorStadium #SubJuniorKyorgi #PoomsayTaekwondo #Championships #Odisha