ଆମେ ଭାଉଜ ନଣନ୍ଦ । ହେଲେ ଆମ ଭିତରେ ରହିଛି ବନ୍ଧୁତ୍ୱ । ଉଭୟ ସାଙ୍ଗ ହୋଇ ଜଗା ଦର୍ଶନ କରୁ। ଲୁହ ଛଳଛଳ ହୋଇ କାଳିଆ ପାଇଁ ଗୀତ ଗାଇଲେ ହବିଷ୍ୟାଳି । ବୟସର ଅପରାହ୍ନରେ ଏକାଠି ହାତଧରାଧରି ହୋଇ ଦର୍ଶନ ପାଇଁ ଯାଉଛନ୍ତି ହବିଷ୍ୟାଳି।
#Habisyali #KartikaMasa #JayJagannath #Patitapaban #darshan #Puri #Odisha #ArgusNews