ମୋ ଠାକୁର ମତେ ଘରେ ନେଇ ସବୁ ଦେଇ ଆସୁଛନ୍ତି । ପୁଅ ମୋର ଚାକିରିଆ, ନାତୁଣୀ ବି ଚାକିରୀ କଲାଣି । କାଳିଆ କିଛି ଅଭାବ ରଖିନି । ୯୦ ବର୍ଷ ବୟସରେ ଶ୍ରୀମନ୍ଦିର ଯାଇ କୋଇଲିବୈକୁଣ୍ଠରେ କାଳିଆ ପାଇଁ ଫୁଲ ତୋଳୁଛନ୍ତି ବୃଦ୍ଧା ।
#devotees #JayJagannath #Patitapaban #darshan #Puri #Odisha #ArgusNews