|| ଦାସିଆ ନଡ଼ିଆ ସିନା ତତେ ବଢିଆ, ହେଲେ ତୋ ଅବଢ଼ା ଅର୍ଣ୍ଣ ମତେ ବଢିଆ ||
ସିଂହଦ୍ୱାରେ ଜଗାଦର୍ଶନ ପାଇଁ ଭାବବିହ୍ଵଳ ଶ୍ରଦ୍ଧାଳୁ। ଦୁଇ ହାତରେ କଳାଠାକୁରଙ୍କ ପ୍ରିୟ ଶ୍ରୀଫଳ ଧରି ସମର୍ପଣ। ତୁଣ୍ଡରେ ସମର୍ପିତ ଜଗନ୍ନାଥ ଭଜନ ।
#ArgusNews #lordjagannath #devotees #bhajan #JayJagannath #puri #Odisha