ଭାରତୀୟ ସଂସ୍କୃତି ଓ ଜଗାପ୍ରେମ ମୋହରେ ବିଦେଶୀ
କାଳିଆ ଠାକୁରଙ୍କୁ ବ୍ୟାରିକେଡ ବାହାରୁ ଦର୍ଶନ କରି ଭାଭବିହ୍ଵଳ ହେଉଛନ୍ତି ଫ୍ରାନ୍ସରୁ ଆସି ଭାରତରେ ବସବାସ କରୁଥିବା ଜଗା ଭକ୍ତ ।ପଚାରିଲେ କୁହନ୍ତି ଘର ବୃନ୍ଦାବନ ଆଉ କୌଣସି ଠିକଣା ନାହିଁ ।
#ArgusNews #JayJagannath #indianculture #devotee #foreigner #DolaPurnima #Puri #Odisha