#୨୦୨୪_ରେ_ବିଜେଡି_ମୁକ୍ତ_ହେବ_ଓଡ଼ିଶା !
ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ ତିଆରି କରିବ ବିଜେପି। ଜନତାଙ୍କ ଆଗରେ ଉପସ୍ଥାପିତ କରିବୁ ସେମାନେ ବିଚାର କରିବେ । ଜନତା ହେଉଛନ୍ତି ଗଣତନ୍ତ୍ରର ମାଜିଷ୍ଟ୍ରେଟ : ଜୟନାରାୟଣ ମିଶ୍ର,ବିରୋଧୀଦଳ ନେତା
#jayanarayanmishra #pressmeet #bjpleader #politics #bjd #2024elections #odisha #argusnews