ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର । କୋରାପୁଟ ଜିଲ୍ଲାକୁ ପୁଣି କେନ୍ଦ୍ରର ଉପହାର । ଅନେକ ବାଦ ବିବାଦ ପରେ ଏ ପ୍ରତୀକ୍ଷାର ଅନ୍ତ ଘଟିଛି । ଜୟପୁର ବିମାନବନ୍ଦରକୁ ବିମାନ ଉଡ଼ାଣ ନେଇ ମିଳିଛି ଅନୁମତି ।
#jaypore #airport #DGCA #udan #Odisha #ArgusNews