ଜୟପୁର ସହରରେ ବଢୁଛି ଟ୍ରାଫିକ୍ ସମସ୍ୟା । ହେଲେ ପଦକ୍ଷେପ ନେଉନି ପ୍ରଶାସନ । କେବଳ ଧର୍ମକୁ ଆଖିଠାର ଭଳି ନୋଟିସ ଜାରି କରି ଚୁପ୍ ବସିଛି ମୁନିସିପାଲଟି । ଗଳି କନ୍ଦିରୁ ଆରମ୍ଭ କରି ମୁଖ୍ୟ ରାସ୍ତା ସବୁଠି ଅଣାୟତ ସ୍ଥିତି । ଯାହାକୁ ନେଇ ଦେଖାଦେଇଛି ଜନ ଅସନ୍ତେୋଷ ।
#ArgusNews #Koraput #Jeypore #TrafficProblem #PublicIssue #Odisha