ଝାରସୁଗୁଡ଼ା ଜିଲ୍ଲା ଲେଖନ ପୁର ବ୍ଲକ ଚାଂଟି ପାଲି ଗାଁରେ ଭଗବାନ ବଗର୍ତ୍ତି ନାମକ ଏକ ଅସହାୟ ଭୂମିହୀନ ଯୁବକକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ୨୦,୦୦୦ ହଜାର ଟଙ୍କା ଆସିଛି ହେଲେ ତାଙ୍କୁ ରାଜ୍ୟ ସରକାର ଘର ତିଆରି କରିବା ପାଇଁ ଏକ ଜାଗା ଟିଏ ଦେଇ ନ ପରିବାରୁ ବର୍ଷ ବର୍ଷ ଧରି ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି...।
#ArgusNews #jharsuguda #homeless #HelplessMan #PradhanMantriAwasYojana #Odisha