ଦେଶ ବିକାଶର ଉଚ୍ଚତମ ଚରମ ସୀମାରେ ପହଞ୍ଚିଥିବା କୁହାଯାଉଛି । ଲୋକେ ୪ଜି ପରେ ୫ଜି ଇଣ୍ଟରନେଟ୍ ମାଧ୍ୟମରେ ବିଶ୍ଵର କୌଣସି କୋଣରେ କ’ଣ ଘଟୁଛି ତାହା ଆଙ୍ଗୁଠି ଛୁଇଁଦେଲେ ଜାଣି ପାରୁଛନ୍ତି । ଏପରି ଏକ ସମୟରେ ଆମ ଦେଶରେ ଏମିତି ଅଞ୍ଚଳ ଏବେ ବି ଅଛି ଯେଉଁଠିକି ବିଦ୍ୟୁତ, ରାସ୍ତା, ବିଦ୍ୟାଳୟ, ପକ୍କାଘର ଆଦି ସ୍ବପ୍ନ ପାଲଟିଛି
#Jharsuguda #Lakhanpur #Underdevelopment #OdishaGovt #ArgusNews