ବିଜେଡି ଶାସନରେ ଅବହେଳିତ ଝାରସୁଗୁଡା । ଗତ ୨୩ ବର୍ଷ ଧରି ସରକାର ଏଠାକାର ଲୋକଙ୍କ ମୌଳିକ ଅଧିକାର ଦେବାରେ ଫେଲ୍ ମାରିଛି। ସେଥିପାଇଁ ଝାରସୁଗୁଡା ବାସୀଙ୍କୁ ସାମ୍ନା କରିବାକୁ ବିଜୁଜନତା ଦଳର ସାହସ ନାହିଁ ବୋଲି କହିଛନ୍ତି ଟଙ୍କଧର ତ୍ରିପାଠି ।
#ArgusNews #Jharsuguda #TankadharTripathy #Pressmeet #Odisha