#ନାଇଁ_ମିଲୁଛେ_ପାରିଶ୍ରମିକ୍
#ମନରେଗା_ଯୁଜନାନେ_କାମ_କରିକି_ମିଲବାର୍_ନାଇଁ_ଟଁକା
ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତର ମାଣ୍ଡିଆପଦର ଗାଁ। ଇ ଗାଁନେ ମନରେଗା ଯୋଜନା ଥି ପୋଖରୀ ଖୋଳା କାମ ହେଇଥିଲା। କିନ୍ତୁ କାମ ସରବାର୍ ତିନ୍ ବଛର ହେଇଯାଇଥିଲେ ଭି ଏବେ ତକ୍ ଶ୍ରମିକ ମାନଙ୍କୁ ଟଙ୍କା ନାଇଁ ମିଲବାର୍
#Balangir #MGNREGA #odisha #ArgusNews