#ବିନା_ମଠରେ_ମହିମା_ସାଧୁ
#କୌପିନଧାରୀ_ସମାଜ_ସାଧୁଙ୍କ_ମୁଣ୍ଡରେ_ଚଡକ
ନିଶ୍ଚିହ୍ନ, ଧ୍ବସ୍ତବିଧ୍ବସ୍ତ ୧୦୦ ବର୍ଷର ମାହାଳ ମୂଳ ମଠ। ମଠରେ ଥିବା ବତୀ ଘର, ଧୂନି ଘର , ଭେକ ଘର , ଆଶ୍ରମ ସବୁ ମାଟିରେ ମିଶି ଧୂଳିସାତ ହୋଇଯାଇଛି। ଯେଉଁ ସ୍ଥାନ ଦିନ ମହିମା ଅଲେଖ ଶବ୍ଦର ଗର୍ଜନରେ ଫାଟି ପଡୁଥିଲା ସେଠାରେ ଏବେ ନିରବତା ରାଜ କରିଛି।
#ArgusNews #Temple #JorandaGadi #Dhenkanal #Odisha