ଅର୍ଗସ ନ୍ୟୁଜ ସାମ୍ବାଦିକ ପ୍ରଭାତ ଲେଙ୍କାଙ୍କୁ ଆଳିରେ ହୋଇଥିବା ମରଣାତ୍ମକ ଆକ୍ରମଣକୁ ପ୍ରତିବାଦ କରି, ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ, ଜିଲ୍ଲା ବିଜେପି ଏବଂ ସୂଚନାଧିକାରୀ କର୍ମୀଙ୍କ ତରଫରୁ ଘୋର ନିନ୍ଦା କରିବା ସହ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି |
#Kendrapara #JournalistAttack #BJP #oppose #Odisha #ArgusNews