ବରଗଡ଼ ଜିଲ୍ଲା ସୋହେଲା ବ୍ଲକରେ ଜୟ କିସାନ ଆନ୍ଦୋଳନ ତରଫରୁ ବିଦ୍ୟୁତ୍ ବିଲ ଛାଡକୁ ନେଇ ଚାଲିଥିବା ତହସିଲ ଅଫିସ ଘେରାଉ ନ୍ୟୁଜ୍ କଭରେଜ କରିବାକୁ ଯାଇଥିବା ସାମ୍ବାଦିକ ମାନଙ୍କୁ ନ୍ୟୁଜ ସାରି ଫେରୁଥିବା ସମୟରେ ମରଣାନ୍ତକ ଆକ୍ରମଣ କରାଯାଇଛି....।
#ArgusNews #Bargarh #journalist #Attacked #Odisha