ଯାଜପୁରରେ ସାମ୍ବାଦିକଙ୍କୁ ପୋଲିସ ଅଧିକାରୀଙ୍କ ଦୁର୍ବ୍ୟବହାର ଘଟଣାକୁ ୬ ଦିନ ବିତିଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ନେଇ ଓୟୁଜେ ସାମ୍ବାଦିକ ସଙ୍ଘ ଓ ଯାଜପୁର ପ୍ରେସ କ୍ଲବ ପକ୍ଷରୁ ପ୍ରତିବାଦ କରାଯାଇଛି....।
#ArgusNews #jajpur #journalist #Disrespect #protest #Odisha