ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ୫ ଦିନ ବିତିଗଲାଣି । ହେଲେ ଏଯାଏ ତାଙ୍କ ମୃତ୍ୟୁ ଉପରୁ ପରଦା ଉଠିପାରୁନି । ନୋଟ୍ରେ ଲେଖିଥିବା ୩ ସିନିୟରଙ୍କୁ ନେଇ ପୋଲିସ କିଛି ତଥ୍ୟ ଦେଉନି । ରୁଚିକାଙ୍କୁ ନ୍ୟାୟ ଦାବିରେ ପରିବାର ସହ ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଛି ଧାରଣା ।
#Bhubaneswar #RuchikaMohanty #justice #Odisha #ArgusNews