#ମୌଳିକ_ସୁବିଧାରୁ_ବଂଚିତ_ଗ୍ରାମବାସୀ
ରାସ୍ତା ନଥିବାରୁ ସରକାରଙ୍କ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଈଶ୍-ନଲା ଗ୍ରାମବାସୀ। ବିଭିନ୍ନ ମୌଳିକ ସୁବିଧା ପାଇଁ ମାଳ ମାଳ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ତଳ ସ୍ତରରେ ସମସ୍ତ ଯୋଜନା ହେଉଛି ଫେଲ।
#ArgusNews #Kalahandi #BasicFacilities #PublicIssue #RoadProblem #Odisha