କେବେ ବିଜ୍ରାଦର ଗାଁରେ ଉଇଁବ ବିକାଶର ସୂର୍ଯ୍ୟ !
ଦୁର୍ଗମ ଅଞ୍ଚଳର ଆଦିବାସୀ ମାନେ କିଭଳି ମୂଖ୍ୟସ୍ରୋତରେ ସାମିଲ ହେବେ, ସରକରି ଯୋଜନାର କିଭଳି ଲାଭ ପାଇବେ, ଦୁର୍ଗମ ଅଞ୍ଚଳରେ କିଭଳି ବିକାଶ ହେବ ସେନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଜି ବି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଜୁଳି ତଥା ମୋବାଇଲ ନେଟୱାର୍କରୁ ବର୍ଷ ବର୍ଷ ଧରି ବଞ୍ଚିତ ହେଉଛନ୍ତି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ବୁଢ଼ୀଦର ପଞ୍ଚାୟତର ବିଜ୍ରାଦର ଗାଁରୁ ଦେଖିବା ଏହି ରିପୋର୍ଟ
#ArgusNews #Kalahandi #BijradarVillage #Underdevelopment #Odisha