#ଚାରା_ରୋପଣ_ନାଁନେ_ଦୁର୍ନୀତି_ଅଭିଯୁଗ
#ଜଙ୍ଗଲନେ_ଚାରା_ଫିଙ୍ଗିଦେଲେ_ଅଧିକାରୀ
କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେଗାଁ ରେଞ୍ଜର ଅଧିନନେ ଚାରା ରୋପଣ ନାଁନେ ଦୁର୍ନୀତି ଅଭିଯୁଗ । ଲୋକ ଦେଖାଣିଆ ଭାବେ କାଁଭାଁ ଗଛ ଲଗେଇକରି କରାଯାଇଛେ ଟଁକା ହଡପ୍ ଉଦ୍ୟମ୍ ।
#ArgusNews #kalahandi #ForestDepartment #plants #trees #moneyloot #Odisha