ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର । ପ୍ରବଳ ଗ୍ୟାସ୍ ନିର୍ଗତ, ଯାତାୟାତ ବନ୍ଦ । ଭବାନୀପାଟଣାରୁ ରାୟପୁର ପଟକୁ ଯାଉଥିବା ଏକ ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଗ୍ୟାସ୍ ଲିକ ହୋଇ ଅଞ୍ଚଳ ଗ୍ୟାସ୍ ମୟ ହୋଇପଡିଛି ।
#ArgusNews #Kalahandi #GasTankerAccident #GasTanker #Odisha