ଅଭିଶାପ ପାଲଟିଛି ସରକାରୀ ଯୋଜନା !
ଭଗବାନ କୋଳ ଶୁନ୍ୟ କଳେ ନାହିଁ ହେଲେ ସନ୍ତାନ ଦେଇ ମଧ୍ୟ ପରିବାରରେ ଜୀବନ ସାରା ଦୁଃଖ ଭରି ଦେଲେ । ଏମିତି ଏକ ଘଟଣା ଆମେ କହିବାକୁ ଯାଉଛୁ ତାହା ଘଟିଛି ଗୋଲାମୁଣ୍ଡା ବ୍ଲକର ଗଣ୍ଡାମେର ଗାଁ ରେ । ଦେଖିବା ଏହି ରିପୋର୍ଟ
#kalahandi #disability #twins #twin #handicapped #kalahandinews #argusnews #odisha