କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଲେ ବୈଦ୍ୟ ପଟ୍ଟାୟତ କୁମାର ସାହୁ । କଳାହାଣ୍ଡି ଜୁନାଗଡ଼ ନାନ୍ଦୋଲ ଗ୍ରାମର ପଟ୍ଟାୟତ ସାହୁ । ପ୍ରକୃତି ବନ୍ଧୁ ବୋଲି ମଧ୍ୟ ତାଙ୍କୁ ଅଭିହିତ କରାଯାଇପାରିବ । ଔଷଧୀୟ ବୃକ୍ଷ ସଂରକ୍ଷକ ଭାବେ ସେ କଳାହାଣ୍ଡିରେ ଜଣାଶୁଣା
#ArgusNews #Kalahandi #Junagarh #NatureFriend #PadmaShriAward #BaidyaPattnaik