କଥାରେ ଅଛି ଚାଷ କାମ ଯାହାର, କେଡେ ସୁଖ ତାହାର, ହେଲେ...
ଏହା କେବଳ କହିବା ପାଇଁ ,ବାସ୍ତବରେ ନୁହେଁ । ଚାଷୀ କେତେଯେ କଷ୍ଟ ସହି ଚାଷ କାମ କରୁଛି ତାହା ଦେଖିବକୁ କେହି ନାହିଁ । ଜଣେ ଚାଷୀଙ୍କୁ ଡିପ ବୋରୱେଲ କରିବା ପାଇଁ ବିଜୁଳି ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ସଂଯୋଗ ନିମନ୍ତେ ୧୨ ବର୍ଷ ଧରି ହଇରାଣ ହରକତ କରିବା ଘଟଣା ତାହା ଏବେ ଉଦବେଗର ବିଷୟ ହୋଇଛି
#ArgusNews #Kalahandi #Junagarh #Electric #Borewell #Odisha