ଆଏଜ୍ ହେଉଛେ ସ୍ବାୟତ୍ତ ଶାସନ ଦିବସ । ବିଜ୍ଞାପିତ ଅଞ୍ଚଲ ଗଠନ ହେବାର ୫୧ ବଛର୍ ଉତରୁ ଭିଲ୍ ନିଜର୍ ଠିକନା ଖୁଜୁଛେ ଜୁନାଗଡ଼ ଏନ୍ଏସି । 50 ବଛର୍ ହେଲା ଅଫିସ୍ ନାଇନ। ପାଠାଗାରନେ ଚାଲିଛେ ସଵୁ କାମ୍ । ବିକାଶ କାମ୍ନେ ଏବେ ବାଧା ହେଉଛେ ହେଲେ ରାଏଜ୍ ସରକାରକଁର୍ କେନସି ଦରଦ ନାଇନ
#Kalahandi #Junagarh #NAC #ArgusNews #Odisha