ସରକାରଙ୍କ ବିଜୁ ସେତୁ ଯୋଜନା ଯାଉଛି କୁଆଡେ ?
ଦୁର୍ଗମ ଅଞ୍ଚଳରେ ନାଳ ଉପରେ ପୋଲ ନଥିବାରୁ ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହେଉଛନ୍ତି ଗ୍ରାମବାସୀ । ଗାଁ ମାନଙ୍କୁ ମୁଖ୍ୟ ରାସ୍ତାରୁ ସଂଯୋଗ କରିବା ପାଇଁ ରାଜ୍ୟ ସରକାର ବିଜୁ ସେତୁ ଯୋଜନା କରିଛନ୍ତି। ହେଲେ ତଳ ସ୍ତରର ଏହି ଯୋଜନା ମଧ୍ୟ ପହଞ୍ଚି ପାରୁ ନାହିଁ। କଳାହାଣ୍ଡିରୁ ଦୋଖିବା ଏହି ରିପୋର୍ଟ
#ArgusNews #Kalahandi #KerbandiVillage #Bridge #Bijusetu #Odisha